Download Now Banner

This browser does not support the video element.

ଲାଞ୍ଜିଗଡ: ବେହେରା ପୋଲ ନିକଟରେ ବୋଲେରୋ କୁ ଅଜଣା ଗାଡ଼ି ଦେଲା ଧକ୍କା ଫାଣ୍ଡି ରେ ଅଭିଯୋଗ

Lanjigarh, Kalahandi | Aug 26, 2025
ସୁଚନା ଅନୁଯାୟୀ ସିକେର କୁପା ପଟୁ ବୋଲେରୋ ଆସୁଥିବା ବେଳେ ବିପରୀତ ଦିଗରୁ ଆଉ ଅଜଣା ଗାଡି ଧକ୍କା ଦେଇଥିବା ସୁଚନା ମିଳିଛି। ସୁଚନା ଅନୁଯାୟୀ ବୋଲେରୋ ଟି ଭବାନୀପାଟଣା ଯିବା ସମୟରେ ଏକ ଅଜଣା ଗାଡ଼ି ଟି ଦ୍ରୁତ ଗତିରେ ବୋଲେରୋ କୁ ସାମ୍ନା ପଟେ ଧକ୍କା ଦେଇ ଫେରାର ମାରିଥିଲା ଏହାକୁ ନେଇ ଆଜି ନର୍ଲା ଥାନା ଅନ୍ତର୍ଗତ ସିକେରକୁପା ଫାଣ୍ଡିରେ ବୋଲେରୋ ମାଲିକ ଲିଖିତ ଅଭିଯୋଗ କରିଥିବା ଆଦିବାସୀ ପୁଲିସ ପକ୍ଷରୁ ଆଜି ମଙ୍ଗଳବାର ରାତ୍ରି ସାଢେ଼ ନଘଣ୍ଟା ସମୟରେ ପୁଲିସ ପକ୍ଷରୁ ସୁଚନା।
Read More News
T & CPrivacy PolicyContact Us