Download Now Banner

This browser does not support the video element.

କୋରାପୁଟ ସହର: ଜିଲ୍ଲାରେ ସାର ଅଭାବ ଯୋଗୁଁ ଚାଷୀଙ୍କୁ ନେଇ ରାଜନୀତି ଉପରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ରଘୁରାମ ମାଛ

Koraput Town, Koraput | Aug 27, 2025
କୋରାପୁଟ ଜିଲ୍ଲାରେ ସାରକୁ ରାଜନୀତି ଉପରେ କୋରାପୁଟ ବିଧାୟକ ରଘୁରାମ ମାଛ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଓ ବିଜେଡ଼ି ଚାଷୀଙ୍କ ପାଇଁ କେବେ ମଧ୍ୟ ନଥିଲା କେବଳ ନିଜ ସ୍ୱାର୍ଥ ହାସଲ ପାଇଁ ଚାଷୀଙ୍କୁ ବ୍ୟବହାର କରୁଛି। ଜୟପୁରରେ ବିଜେଡ଼ି ଓ କଂଗ୍ରେସ କେଵଳ ନାଟକ ବାଜି କରୁଛନ୍ତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କ ସହ ଅଛି ସାର ଅଭାବ ଯେଭଳି ନହେବ ସେନେଇ ଆଲୋଚନା ସହ ଘନଘନ ବୈଠକ ବସିଛି। ଖୁବଶୀଘ୍ର ସମସ୍ତ ଚାଷୀ ସାର ପାଇବେ ତାହିଁରେ ଦୁଇମତ ନାହିଁ ବୋଲି ଆଜି ଦିନ ୨ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶ୍ରୀ ରଘୁରାମ।
Read More News
T & CPrivacy PolicyContact Us