Install App
publicnewskoraput
This browser does not support the video element.
କୋରାପୁଟ ସହର: ରାଷ୍ଟ୍ରୀୟ ଡ଼୍ରାଇଭର ଦିବସ ଅବସରରେ ଓଡ଼ିଶା ଡ଼୍ରାଇଭର ମହାସଂଘ କୋରାପୁଟ ଶାଖା ପକ୍ଷରୁ କୋରାପୁଟ ଶୋଭାଯାତ୍ରା
Koraput Town, Koraput | Sep 1, 2025
ରାଷ୍ଟ୍ରୀୟ ଡ଼୍ରାଇଭର ଦିବସ ଅବସରରେ ଓଡ଼ିଶା ଡ଼୍ରାଇଭର ମହାସଂଘ କୋରାପୁଟ ଶାଖା ପକ୍ଷରୁ ଆଜି ଦିନ ୨ଟା ସମୟରେ କୋରାପୁଟ ସହରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ରାସ୍ତାରୁ ସହର ପରିକ୍ରମା କରି କୋରାପୁଟ ଟାଉନ୍ ହଲରେ ପହଞ୍ଚିଥିଲା ଶୋଭାୟାଊ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ମାନିବାକୁ ଫ୍ଳାଗକାର୍ଡ ମାଧ୍ୟମରେ ଲୋକଙ୍କୁ ସଚେତନ ମଧ୍ୟ କରା ଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!