This browser does not support the video element.
ଅନୁଗୋଳ: ପିତିରି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ନାବାଳକ ଗୁରୁତର
Anugul, Angul | Sep 11, 2025
ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପିତିରି ଅଞ୍ଚଳରେ ରାସ୍ତା ପାର ହେଉଥିବା ଦୁଇ ନାବାଳକ ଙ୍କୁ ଅଜଣା ଗାଡି ଧକ୍କା ଦେଇଥିଲା। ଦୁହେଁ ଙ୍କୁ ଗୁରୁତର ଭାବେ ଉଧାର୍ କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ସୂଚନା ଯେ, ପରଜଙ୍ଗ ଥାନା ଅନ୍ତର୍ଗତ ପିତିରି ଅଞ୍ଚଳରେ ଥିବା ଏକ ଢାବା ରେ ତାଳଚେର ବାଙ୍କଧର ଅଞ୍ଚଳରୁ ଦୁଇ ନାବାଳକ କାମ କରନ୍ତି। ଆଜି ସକାଳୁ ଦୁହେଁ କୌଣସି କାର୍ଯ୍ୟରେ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡି ଦୁହେଁ ଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁହେଁ ଗୁରୁତର ହୋଇ ଯାଇଥିଲେ। ଦୁହେଁ ସ୍ଥାନୀୟ ବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ