Download Now Banner

This browser does not support the video element.

ସୁନ୍ଦରଗଡ ସହର: ଧରୁଆଡିହି ପୋଲିସର ତଳସରାରେ ଆମ ପୋଲିସ ମିଟିଂ

Sundargarh Town, Sundargarh | Aug 27, 2025
ଆଜି ଅଗଷ୍ଟ 27 ତାରିଖ ବୁଧବାର ଅପରାହ୍ନ 4:30 ମିନିଟ୍ ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ଓ ତଳସରା ଗ୍ରାମବାସୀଙ୍କ ତାଳସରାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧରୁଆ ଡିହି ଥାନା ଅଧିକାରୀ ସୌଦାମିନୀ ନାଗ ନିଜେ ଉପସ୍ଥିତ ରହି ଗ୍ରାମର ମହିଳାଙ୍କ ମଧ୍ୟରେ ଥିବା ସମସ୍ୟା ବିଷୟରେ ଅବଗତ ହେବା ସହ ତାର ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ତେବେ ପ୍ରତ୍ୟେକ ସମାଜରେ ମହିଳାଙ୍କ ଗୁରୁତ୍ଵ ଅଛି, ସେମାନଙ୍କର ଭୂମିକା ମଧ୍ଯ ଗୁରୁତ୍ୱପୂର୍ଣ୍ଣ। ତେବେ ସମାଜରେ ହେଉଥିବା ଅପରାଧକୁ ବିରୋଧ କରିବା ଭଲ କଥା ମାତ୍ର ଅପରାଧ ଓ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାକୁ ଉଚିତ ନୁହେଁ।
Read More News
T & CPrivacy PolicyContact Us