Download Now Banner

This browser does not support the video element.

ସୁନ୍ଦରଗଡ ସହର: ରଙ୍ଗା ଢିପା ନିକଟରେ ବାଇକ ଧକ୍କାରେ ଗାଈ ଗୁରୁତର, ଗୁରୁତର ଗାଈ ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ, ଟାଉନ ପୋଲିସ ଦ୍ବାରା ବାଇକ ଜବତ

Sundargarh Town, Sundargarh | Sep 4, 2025
ଆଜି ସେପ୍ଟେମ୍ୱର 4 ତାରିଖ ଗୁରୁବାର ରାତି 9:30 ପାଖାପାଖି ସମୟରେ ରଙ୍ଗା ଢ଼ିପା ନିକଟରେ ଘଟିଛି ଏହି ଘଟଣା। ବେପରୁଆ ବାଇକ ଚଳନା କରି ବାଇକ୍ ଆରୋହୀ ଏକ ଗାଈକୁ ଧକ୍କା ଦେବା ଫଳରେ ଗାଈଟି ଗୁରୁତର ଆହତ ହୋଇଛି। ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ବାଇକ ଚାଳକକୁ ଉତ୍ତମ ମଧ୍ୟମ ଦେଇଥିବା ଜଣା ପଡ଼ିଛି। ଅପରପକ୍ଷେ କିଛି ସ୍ଥାନୀୟ ଲୋକେ ସମ୍ପୃକ୍ତ ଗାଈକୁ ଚିକିତ୍ସା ପାଇଁ ପଶୁ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରିଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ବାଇକ OD -16N-4 231କୁ ଟାଉନ ପୋଲିସ ଜବତ କରି ଥାନାକୁ ନେବା ସହ ଏହାର ଚାଳକକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି
Read More News
T & CPrivacy PolicyContact Us