Download Now Banner

This browser does not support the video element.

ଝାରସୁଗୁଡା: ବନ୍ଧବାହାଲ ରେ ରହୁଥିବା ପଶ୍ଚିମବଙ୍ଗ କ୍ରିଷ୍ଣା ନଗର ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁ ହୋଇଛି

Jharsuguda, Jharsuguda | Aug 26, 2025
ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ରେ ରହୁଥିବା ପଶ୍ଚିମବଙ୍ଗ କ୍ରିଷ୍ଣା ନଗର ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ସୁଫଳ ମଣ୍ଡଳ ବୋଲି ଜଣାପଡିଛି l ସୁଫଳ ମେଟମେକ କମ୍ପାନୀ ରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ l ସୋମବାର ବିଳମ୍ବିତ ରାତିରେ ସେ ସଂଜ୍ଞା ହୀନ ହେବା ପରେ ତାଙ୍କୁ ଗୁମାଡେରା ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ଅଣାଯାଇଥିଲା l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
Read More News
T & CPrivacy PolicyContact Us