This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲାରେ କରାଳ ରୂପ ଧରିଛି କୋଇଲିଘୁଘର ଜଳ ପ୍ରପାତ
Orient, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲାରେ କରାଳ ରୂପ ଧରିଛି କୋଇଲିଘୁଘର ଜଳ ପ୍ରପାତ l ଗୁରୁବାର ରାତିରୁ ଲଗାଣ ବର୍ଷା ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ ୨ ଟା ରୁ କୋଇଲି ଘୁଘର ଜଳ ପ୍ରପାତରେ ବନ୍ୟା ଜଳ ର ସ୍ତର ବହୁ ମାତ୍ରାରେ ବଢିଛି l କୋଇଲି ଘୁଘର ଜଳ ପ୍ରପାତ ରେ ବହୁ ମାତ୍ରାରେ ପାଣି ପ୍ରବାହିତ ହେବା ସହ ଏହା ନିକଟରେ ଥିବା ଶିବ ମନ୍ଦିର ଦେଇ ପାଣି ପ୍ରବାହିତ ହେଉଛି l ବର୍ଷା ଜାରି ରହିଲେ ଏହି ଜଳ ସ୍ତର ଆହୁରୀ ବଢିବାର ଆଶଙ୍କା ରହିଛି l