Download Now Banner

This browser does not support the video element.

ଟିଟିଲାଗଡ: ରାଜ୍ୟସଭା ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ - କେବଳ ଆଦିବାସୀ ଲୋକକୁ ମୂଖ୍ୟମନ୍ତ୍ରୀ ଗାଦିରେ ବସେଇ ଦେଲେ ହେବନି ଆଦିବାସୀଙ୍କ ବିକାଶ ଜରୁରୀ

Titlagarh, Balangir | Sep 2, 2025
ଓଡ଼ିଶା ସରକାର ବିଜେପି ସରକାରଙ୍କ ତଥା ମୋହନ ମାଝୀଙ୍କ ନେତୃତ୍ଵାଧୀନ ସରକାରର ଆଦିବାସୀ ମାରଣ ନୀତି, ଦମନ ନୀତି, ଆଦିବାସୀ ବିରୋଧୀ ନୀତି, ମୁଖ୍ୟତଃ ଏସଟିଏସସି ବିରୋଧୀ ନୀତୀ ଅବଲମ୍ବନ କରିବା ଯୋଗୁଁ ଏସ ସି ଏସ ଟି ଛାତ୍ର ଛାତ୍ରୀ ମାନେ ଅନ୍ୱେଷା ଯୋଜନାରେ ପାଉଥିବା ଶିକ୍ଷାର ଲାଭ ଉଠାଇ ପାରୁ ନାହାଁନ୍ତି। ପୂର୍ବ ସରକାର ଯାହାକି ବିଜେଡି ସରକାର ସମୟରେ ଏସସିଏସଟି ଛାତ୍ର ଛାତ୍ରୀ ମାନେ ଅନ୍ୱେଷା ଅର୍ବାନ ଯୋଜନାରେ ନାଁ ଲେଖେଇ ପାରି ନାହାଁନ୍ତି। ତା ସହ କନ୍ୟା ଶ୍ରମ, ସେବା ଶ୍ରମ ମାନଙ୍କରେ ଶିକ୍ଷକ ଶିକ୍ଷୟତ୍ରୀ ନାହାନ୍ତି ତାହେଲେ ଆଦିବାସୀ ଛୁଆ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
Read More News
T & CPrivacy PolicyContact Us