This browser does not support the video element.
ଫୁଲବାଣୀ ସହର: ଆସନ୍ତାକାଲି ପାଇଁ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Phulabani Town, Kandhamal | May 13, 2024
ଆସନ୍ତା କାଲି ପାଇଁ କନ୍ଧମାଳ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।ସୋମବାର ଅପରାହ୍ନ ୨ ଘଣ୍ଟିକା ସମୟରେ ଏ ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।ଜିଲ୍ଲାର ଫୁଲବାଣୀ,ବାଲିଗୁଡା, ଜି ଉଦୟଗିରି ଆଦି ସମସ୍ତ ସ୍ଥାନରେ ଖରା ସାଙ୍ଗକୁ ଘୂର୍ଣ୍ଣିବଳୟ ପବନର ବେଗ ୩୦ରୁ ୪୦ କିଲୋମିଟରରେ ପହଞ୍ଚିବ ଏବଂ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।