Download Now Banner

This browser does not support the video element.

ମୋରଡା: ଚିତ୍ରଡାକୁ ଏନଏସି ମାନ୍ୟତାପରେ ଶୀର୍ଷାପାଳଛକ ଛଉପଡିଆରେ ଗୃହ ଓ ନଗରଉନ୍ନୟନମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭଵ୍ୟ ସ୍ୱାଗତସମ୍ବର୍ଦ୍ଧନା

Muruda, Mayurbhanj | Aug 28, 2025
ନିକଟରେ ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିତ୍ରଡାକୁ ଏନଏସି ମାନ୍ୟତା ତାଲିକାରେ ସ୍ଥାନୀତ କରାଯାଇ ଥିବାରୁ ଗୁରୁବାର ଅପରାହ୍ନ ୪ଟାରେ ଚିତ୍ରଡାବଜାରସ୍ଥିତ ଶୀର୍ଷାପାଳ ଛକ ଉପକଣ୍ଠ ଛଉପଡିଆରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଅଞ୍ଚଳବାସୀ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l
Read More News
T & CPrivacy PolicyContact Us