Install App
harishbhoi
This browser does not support the video element.
ଭଟଲି: ଭଟଲୀ ଦଧିବାମନ ମନ୍ଦିର ଠାରୁ ବେଲବାହାଲି ପର୍ଯ୍ୟନ୍ତ ନୁତନ ରାସ୍ତା ନିର୍ମାଣ ପାଇଁ ଉପବିଭାଗୀୟ ଯନ୍ତ୍ରୀ ଙ୍କ ସହ ତଦାରଖ କଲେ ଭଟଲୀ ବିଧାୟକ
Bhatli, Bargarh (Baragarh) | Sep 12, 2025
ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଭଟଲୀ ର ପ୍ରଭୁ ଦଧିବାମନ ମନ୍ଦିର ଠାରୁ ବସଷ୍ଟାଣ୍ଡ , ବଡମାଳ, ରେଙ୍ଗାଲିଡିହୀ ଦେଇ ବେଲବାହାଲୀ ପର୍ଯ୍ୟନ୍ତ ନୁତନ ରାସ୍ତା ନିର୍ମାଣ ପାଇଁ ଆଜି ଅପରାହ୍ନ 4 :30 PM ପାଖାପାଖି ସମୟରେ ଉପବିଭାଗୀୟ ଯନ୍ତ୍ରୀ ଙ୍କ ତଦାରଖ କଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ
Share
Read More News
T & C
Privacy Policy
Contact Us
Your browser does not support JavaScript!