Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଏସକେସିଜି କଲେଜ ପଡ଼ିଆରେ ପାରଳା ପୌର ପରିଷଦ ଓ ସାମ୍ବାଦିକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ

Paralakhemundi, Gajapati | Aug 24, 2025
ଏସ କେ ସି ଜି କଲେଜ ପଡ଼ିଆ ରେ ପାରଳା ପୌର ପରିଷଦ ଏବଂ ସାମ୍ବାଦିକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ୍ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଏସ କେ ସି ଜି କଲେଜ ପଡ଼ିଆ ରେ ଆଜି ଦଶଟା ବେଳେ ପାରଳା ପୌର ପରିଷଦ ଏବଂ ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି। ସ୍ୱାୟତ୍ତ ଶାସନ ଦିବସ କୁ ଦୃଷ୍ଟି ଆଗରେ ରଖି ଏହି ବନ୍ଧୁତ୍ୱ ପୁର୍ଣ୍ଣ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ଏହି କ୍ରିକେଟ ମ୍ୟାଚ୍ ର ଶୁଭାରମ୍ଭ କରିଥିଲେ। ଏହି ମ୍ୟାଚ୍ ରେ ସ
Read More News
T & CPrivacy PolicyContact Us