Download Now Banner

This browser does not support the video element.

ଫୁଲବାଣୀ ସହର: ଜିଲାପାଳଙ୍କ ସଦଭାବନା ସଭାଗୃହରେ ନିର୍ବାଚନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ

Phulabani Town, Kandhamal | Apr 19, 2024
ଜିଲ୍ଲା ନିର୍ବାଚନ ଅଧିକାରୀ -ତଥା- ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ୍ ଆଜି ସଦ୍‌ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଚଳିତ ବର୍ଷର ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଆବଶ୍ୟକ ଗାଡ଼ି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଭିତରୁ ଏବଂ ଜିଲ୍ଲା ବାହାରୁ କେତେ ସଂଖ୍ୟକ ଗାଡ଼ି ଅଣାଯିବ ଏବଂ ସେଥିପାଇଁ ଆବଶ୍ୟକ ଇନ୍ଧନ ଶୁକ୍ଲ, ପୋଲିସ ବିଭାଗ ଓ ଗଠନ କରାଯାଇଥିବା ବିଭିନ୍ନ ସ୍କ୍ୱାର୍ଡ, ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଅଧିକାରୀ ମାନଙ୍କ ପାଇଁ ଗାଡି ସଂଖ୍ୟା ଉପରେ ଆଲୋଚନା କରାଯାଇଥ
Read More News
T & CPrivacy PolicyContact Us