This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଦଣ୍ଡମୁଣ୍ଡା ରେ ନୂଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ
Nabarangapur PS, Nabarangpur | Sep 12, 2025
ଦଣ୍ଡମୁଣ୍ଡା ରେ ନୂଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ଦଣ୍ଡମୁଣ୍ଡା ଗାଁରେ ସୋରି ସମାଜ ପକ୍ଷରୁ ଆୟୋଜିତ ନୂଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ନବରଙ୍ଗପୁର ର ପୂର୍ବତନ ସାଂସଦ ଶ୍ରୀ ରମେଶ ମାଝୀ, ଏହି ଅବସର ରେ ସେଯୋଗ ଦେଇ ବଡ଼ ମାନଙ୍କର ଆଶ୍ରିବାଦ ଭିକ୍ଷା କରିଥିଲେ ଏ ପରମ୍ପରା କୁ ଜୀବିତ ରଖିଥିବାରୁ ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ