Download Now Banner

This browser does not support the video element.

ବଡସାହି: କଇଁଫୁଲିଆ ଗାଁରେ କ୍ଷେତକୁ ଚାଷ ଦେଖିବାକୁ ଯାଇଥିବା ବେଳେ ଟଳିପଡିଲେ ଚାଷୀ, ମୃତଦେହ ଜବତକରି ତଦନ୍ତ ଆରମ୍ଭକଲା ପୁଲିସ

Barsahi, Mayurbhanj | Sep 8, 2025
ବଡ଼ସାହି ଥାନା ଅଧୀନ କଇଁଫୁଲିଆ ଗ୍ରାମରେ ସୋମବାର ଅପରାହ୍ନ ସାଢେ ପାଞ୍ଚଟାରେ ଧାନଚାଷ ଦେଖିବାକୁ କ୍ଷେତକୁ ଯାଇଥିବା ବେଳେ ସେହିଠାରେ ହିଁ ଟଳି ପଡ଼ିଥିବା ବେଳେ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିବାପରେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ ଚାଷୀ ଜଣକ ହେଉଛନ୍ତି କଇଫୁଲିଆ ଗ୍ରାମର ଜୟରାମ ମହାନ୍ତଙ୍କ ପୁଅ ଖୁଦିରାମ ମହାନ୍ତ l
Read More News
T & CPrivacy PolicyContact Us