Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଖାଇ ଅପହରଣ

Orient, Jharsuguda | Sep 1, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଖାଇ ଅପହରଣ କରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି l ପୀଡ଼ିତା ନାବାଳିକାଙ୍କ ମାଆ ଆଜି ନ୍ୟାୟ ପାଇଁ ବେଲପାହାଡ଼ ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ବେଲପାହାଡ଼ ପୋଲିସ କେସ ନମ୍ୱର ୧୭୯/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଜି ସୋମବାର ରାତି ୮ ଟା ୩୦ ରେ ସୂଚନା ଦେଇଛି ବେଲପାହାଡ ପୋଲିସ l
Read More News
T & CPrivacy PolicyContact Us