This browser does not support the video element.
ପାଟଣାଗଡ: ଘସିଏନ ଶିବମନ୍ଦିର ନିକଟରେ ରକ୍ତ ଦାନ ଶିବିର ଅନୁଷ୍ଠିତ
Patnagarh, Balangir | Sep 4, 2025
ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଘସିଏନ ଗ୍ରାମର ଶିବମନ୍ଦିର ନିକଟରେ ସ୍ବାଭିମାନ ପକ୍ଷରୁ ଗୁରୁବାର ଅପରାହ୍ନ ୩ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଲରମ୍ଭା ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ରକ୍ତ ଦାନ ରେ ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହୋଇ ରକ୍ତ କରୁଥିଲେ ।ରକ୍ତ ଭଣ୍ଡାର ର କର୍ମଚାରୀ ରକ୍ତ ସଗ୍ରହରେ ସହଯୋଗ କରିଥିଲେ ।