Download Now Banner

This browser does not support the video element.

ରାଜଗାଙ୍ଗପୁର: ଲିପଲୋଇ ଅଞ୍ଚଳର ବିଭିନ୍ନ ପାନ ଦୋକାନରେ ପୋଲିସ ଚଢ଼ାଉ ବିପୁଳ ପରିମାଣର ଗୁଟଖା ଜବତ

Rajagangapur, Sundargarh | Sep 10, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସ୍ଥିତ ଲିପଲୋଇ ଅଞ୍ଚଳର ବିଭିନ୍ନ ପାନ ଦୋକାନରେ ଆଜି ରାଜଗାଙ୍ଗପୁର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ସିଗାରେଟ ଓ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଜବତ କରିଛି। ଏହି ବିଷୟରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us