This browser does not support the video element.
ଚମ୍ପୁଆ: ବ୍ରହ୍ମ କୁମାରୀ ଆଶ୍ରମରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୪୩ ୟୁନିଟ ରକ୍ତ ସଂଗ୍ରହ
Champua, Kendujhar | Aug 25, 2025
ବଡବିଲ ସହରର ବ୍ରହ୍ମ କୁମାରୀ ଆଶ୍ରମରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଯାହାକୁ ଉଦଘାଟନ କରିଛନ୍ତି ବଡବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ। ଏହି ଅବସରରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ସୌଭାଗ୍ୟ ରଶ୍ମି ରଂଜନ ସାମଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିଥିଲେ। ଏହି ରକ୍ତଦାନ ଶିବିରରେ ୪୩ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି।