This browser does not support the video element.
ଅନୁଗୋଳ: ନାଲକୋରେ ୧୩ଟି ମେଢ଼କୁ ନେଇ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Anugul, Angul | Aug 30, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ନାଲକୋରେ ଶନିବାର ଦିନ ଗଣେଶ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ୧୩ଟି ମେଢ଼ ଭାଗ ନେଇଥିବା ସୂଚନା ମିଳିଛି। ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ମେଢ଼କୁ ନେଇ ଗଣେଶ ପୂଜା ହେଉଥିବା ବେଳେ ବେଳେ ଭସାଣୀରେ ୧୩ଟି ଭାଗ ନେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।