Download Now Banner

This browser does not support the video element.

ଉମରକୋଟ: ଟିମନପୁର ଠାରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Umarkote, Nabarangpur | Jun 24, 2024
ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ ଙ୍କ ଟିମନପୁର ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଟିମନପୁର ଠାରେ ଆଜି ଦିନ ୧୧ ଟା ସମୟ re ପୂଜ୍ୟ ପୂଜକ ବାବା ବଳିଆ ଙ୍କ ପରିବେଶ ସୁରକ୍ଷା ଓ ଧର୍ମ ରକ୍ଷା କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us