This browser does not support the video element.
ଖରିଆର: ନାଗପଡ଼ା ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ତଥା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବୋଡ଼େନ ବିଡ଼ିଓ
Khariar, Nuapada | Sep 1, 2025
ବୋଡ଼େନ ବ୍ଲକ ଅନ୍ତର୍ଗତ ନାଗପଡ଼ା ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣି ଶିବିର ତଥା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଆଜି ୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ସୁଶାନ୍ତ କୁମାର ରଣା, ଏପିଓ ରବି ନାରାୟଣ ରାଉତ, ସରପଞ୍ଚ ଗମ୍ଭୀର ତାଣ୍ଡି, ପିଇଓ ଗୁରଜୁ ହଂସ ପ୍ରମୁଖ ଯୋଗଦେଇ ୧୫ ରୁ ଅଧିକ ଅଭିଯୋଗ ସବୁର ଶୁଣାଣି କରିଥିଲେ। ଏଥିରେ ସରକାରୀ ଅଧିକାରୀ, ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, ପୁରୁଷ ମହିଳା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।