Download Now Banner

This browser does not support the video element.

କୋରାପୁଟ ସହର: ସେମିଳିଗୁଡା ବ୍ଳକର ସୁବାଇ ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ

Koraput Town, Koraput | Sep 2, 2025
କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ୍ ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆଜି ଦିନ ୩ଘଣ୍ଟା ସମୟରେ ଗସ୍ତ ରେ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ସହ ଆଲୋଚନା କରିଛନ୍ତି କୋରାପୁଟ ଜିଲ୍ଲାପାଳ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ହେଲେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ସମ୍ଭାବନା ଥିବା ଜିଲ୍ଲାପାଳ କହିଛନ୍ତି।
Read More News
T & CPrivacy PolicyContact Us