Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ରେଳଷ୍ଟସନରୁ ୨ ମାଓବାଦୀ ଗିରଫ, ଗିରଫ ୨ ମାଓବାଦୀ ଝାଡଖଣ୍ଡର ହୋଇଥିବା ସୂଚନା

Raurkela M, Sundargarh | Oct 9, 2025
ରାଉରକେଲା ରେଳ ଷ୍ଟେସନରୁ ଗୁରୁବାର ୨ ମାଓବାଦୀ ଗିରଫ ହୋଇଛନ୍ତି । ଗିରଫ ୨ ମାଓବାଦୀ ପିଏଲଏଫଆଇ ମାଓ ସଙ୍ଗଠନର ହୋଇଥିବା ଜଣାପଡିଛି । ରାଉରକେଲା ରେଳ ସୁରକ୍ଷା ବାହିନୀ ୨ ମାଓବାଦିଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡ ରାଜ୍ୟର ଲାଟେହାର ଏବଂ ପାଲାମୁ ଜିଲ୍ଲାର ଦୁଇଜଣ ୱାଣ୍ଟେଡ୍ ନକ୍ସଲ ବୋଲି ଜଣାପଡିଛି । ଗୁରୁବାର ଦିନ ପ୍ରାୟ ୩ ଟାରେ ପୋଲିସ ଠାରୁ ସୂଚନା ମିଳିଛି । ଉଭୟଙ୍କୁ ଆର୍ପିଏଫ୍ ପୋଷ୍ଟରେ କଡ଼ା ପଚରାଉଚରା କରାଯାଇଛି।
Read More News
T & CPrivacy PolicyContact Us