Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ସିଟି ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ, ଜାମିନ ଆବେଦନ ଖାରଜ, ଜେଲ ଗଲା

Cuttack M Corp PS, Cuttack | Sep 2, 2025
କଟକ ସିଟି ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛି ଗ୍ୟାଙ୍ଗଷ୍ଟର ସକିଲ ଅହମଦ। ତେବେ ସେ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଜାମିନ ଆବେଦନ ଖାରଜ ହେବା ପରେ ତାକୁ ଚୌଦ୍ଵାର ଜେଲ ପଠା ଯାଇଛି। ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ସକିଲ। ଜଣେ ବ୍ୟବସାୟୀଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ନେଇ ତା ନାଁରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ଏତଲା ପରେ ସେ ଫେରାର ଥିଲା।
Read More News
T & CPrivacy PolicyContact Us