This browser does not support the video element.
ରାୟଗଡା: ତାଡ଼ମାରେ ଜଙ୍ଗଲ ନିଆଁ ନିବାରଣ ସଚେତନତା ରାଲି ଅନୁଷ୍ଠିତ
Rayagada, Rayagada | Jan 30, 2025
ଗୁରୁବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲାର ତାଡ଼ମାରେ ସ୍ଥାନୀୟ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଜଙ୍ଗଲରେ ନିଆଁକୁ କିପରି ନିର୍ବାପିତ କରାଯାଇପାରିବ ସେନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବନବିଭାଗ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ରାଲିରେ ଯୋଗଦେଇ ଜନସଚେତନତା ପାଇଁ ସ୍ଲୋଗାନ ଦେଇଥିଲେ।