Download Now Banner

This browser does not support the video element.

କୋରେଇ: ଜିଲ୍ଲା ସଂସ୍କୃତ ବିଭାଗ ପକ୍ଷରୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣ ପ୍ରଶିଷଣବର୍ଗ ଉଦଯାପନୀ ଉତ୍ସବ ଅନୁଷ୍ଠିତ

Korai, Jajpur | Sep 24, 2025
ଜିଲ୍ଲା ସଂସ୍କୃତ ବିଭାଗ ପକ୍ଷରୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣ ପ୍ରଶିଷଣବର୍ଗ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲା ସଂସ୍କୃତ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ୍ ନିରଞ୍ଜନ ପାଣିଗ୍ରାହୀ ଓ ଉତ୍କଳ ସଂସ୍କୃତ ସଙ୍ଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାସ ଅତିଥି ଭାବେ ଯୋଗଦେଇ ସଂସ୍କୃତର କିଭଳି ବିକାଶ ହେବ ଆଲୋଚନା କରିଥିଲେ l ଏହି ଅବସରରେ ଆଜି ଯୁଗରେ ଧୀରେ ଧୀରେ କିଭଳି ସଂସ୍କୃତ ବିଷୟ ପ୍ରତି ଛାତ୍ର ଛାତ୍ରୀ ମାନଙ୍କର ରୂଚି ଆସିବ କାର୍ଯ୍ୟ କରିବାକୁ ଉପସ୍ଥିତ ଅତିଥି ମାନେ ଆହ୍ୱାନ ଦେଇଥିଲେ
Read More News
T & CPrivacy PolicyContact Us