Download Now Banner

This browser does not support the video element.

ବିଶୋଇ: କାଦପାଣି ଗ୍ରାମ ଜଙ୍ଗଲ ଲିଜ ଜମିରେ ଅବୈଧ ପେଟ୍ରୋଲ ପମ୍ପ ନିର୍ମାଣକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

Bisoi, Mayurbhanj | Jul 9, 2024
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ କାଦପାଣି ମୌଜା ଅଧୀନରେ ଥିବା ଏକ ଜଙ୍ଗଲ ଜମି ଖାତା ନମ୍ବର ୧୩୮ ରେ ପ୍ଲଟ ନମ୍ବର ୧୦୧୭/୧୦୮୬ ଗ୍ରାମ ଜଙ୍ଗଲ ଜମିରେ ବହୁବର୍ଷ ପୂର୍ବେ କାଦପାଣି ଗ୍ରାମର କିଛି ଲୋକଙ୍କୁ ହାତ ବାରିସୀ କରି ସେହି ଜଙ୍ଗଲ ଜମିରେ ଏକ Duarsuni Filling Station ନାମରେ ଏକ Indian oil ପେଟ୍ରୋଲ ପମ୍ପ ଥିଲା, ତାହା ସମୟ କ୍ରମେ ବିଗତ ବହୁବର୍ଷ ହେବ କୌଣସି କାରଣରୁ ବନ୍ଦ ହୋଇଥିଲା। ଜଣାପଡିଛି ସେହି ଗ୍ରାମ ଜଙ୍ଗଲ ଜମିରେ ପୁନଃ ଏକ ପେଟ୍ରୋଲ ପମ୍ପ ହେବାକୁ ଯାଉଅଛି। ଅପରାହ୍ନ ଦୁଇଟା ସମୟରେ ଗ୍ରାମବାସୀ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us