This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ନୁଆଁଖାଇ ଅବସରରେ ତପଶ୍ୱନୀ ହଲରେ ସିଏମ କିସାନ ଯୋଜନା ଦ୍ୱିତୀୟ କିସ୍ତି ର ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ
Sambalpur M, Sambalpur | Aug 27, 2025
ନୁଆଁଖାଇ ଅବସରରେ ଆଜି ସମ୍ବଲପୁର ରେ ସିଏମ କିସାନ ଯୋଜନା ଦ୍ୱିତୀୟ କିସ୍ତି ର ସହାୟତା ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ ପ୍ରାୟ 90 ହଜ଼ାର 9 ଶହ 70 ଜଣ ଚାଷୀ ଏବଂ 825 ଜଣ ଭୂମିହୀନ ଚାଷୀ ଙ୍କୁ ସିଏମ କିସାନ ସହାୟତା ପ୍ରଦାନ କରାଯାଇଛି l ଏନେଇ ଆଜି ତପସ୍ୱନି ହଲ ଠାରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ l ସିଏମ କିସାନ ଯୋଜନାର ସହାୟତା ରାଶି