Download Now Banner

This browser does not support the video element.

କେନ୍ଦୁଝର ସହର: ମନୋହରପୁର ଠାରେ ବାବା ଗଣପତି ୟୁଥ୍ କ୍ଳବ୍ ପକ୍ଷ ତରଫରୁ ଆୟୋଜିତ ଫୁଟୁବଲ୍ ଉଦଯାପିତ ଯୋଗଦେଲେ ବିଧାୟକ

Kendujhar Town, Kendujhar | Sep 1, 2025
ହରିଚନ୍ଦନପୁର ମନୋହରପୁର ଠାରେ ବାବା ଗଣପତି ୟୁଥ୍ କ୍ଳବ୍ ପକ୍ଷ ତରଫରୁ ଆୟୋଜିତ ଫୁଟୁବଲ୍ ମ୍ୟାଚ୍ ର ଅନ୍ତିମ ଦିବସରେ ସମ୍ମାନିତ ଅତିଥି ଭାବରେ ପାଟଣା ବିଧାୟକ ଶ୍ରୀ ଯୁକ୍ତ Akhila Chandra Naik ,କେନ୍ଦୁଝର ପୌର ପାଲିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମହୋଦୟା ,ଘଷିପୁରା ବିଧାନସଭା ର ଲଢ଼ୁଆ ନେତା ତଥା ସମାଜସେବୀ ଶ୍ରୀ ଯୁକ୍ତ DrSambhunath Rout ଓ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲି ।
Read More News
T & CPrivacy PolicyContact Us