Download Now Banner

This browser does not support the video element.

ପାରାଦୀପ: ପାରାଦୀପ ବନ୍ଦରରେ ଅଗ୍ନିଶମ ବାହିନୀ ପକ୍ଷରୁ ପାଳନ କରାଯାଉଥିବା ଜାତୀୟ ଅଗ୍ନିସେବା ସପ୍ତାହ ଉଦଯାପିତ

Paradip, Jagatsinghpur | Apr 20, 2024
ପାରାଦୀପ ବନ୍ଦରରେ ଅଗ୍ନିଶମ ବାହିନୀ ପକ୍ଷରୁ ପାଳନ କରାଯାଉଥିବା ଜାତୀୟ ଅଗ୍ନିସେବା ସପ୍ତାହ ଶନିବାର ଉଦଯାପିତ ହୋଇଯାଇଛି । ସପ୍ତାହେ ଧରି ଏହା ଚାଲିଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବନ୍ଦରର ଉପାଧ୍ୟକ୍ଷ ନିଲାଭ୍ରା ଦାସଗୁପ୍ତା ଯୋଗଦେଇଥିଲେ । CISF ଫାୟାର ୱିଙ୍ଗ ଅଗ୍ନି ନିରାପତ୍ତା ସହ ବିଭିନ୍ନ ପ୍ରଦର୍ଶନୀ କରାଯାଇଥିଲା ।
Read More News
T & CPrivacy PolicyContact Us