Download Now Banner

This browser does not support the video element.

ତଲସରା: ଢଠାଡୁମେର ଗ୍ରାମ ରେ ଘର ଭାଙ୍ଗିଲେ ବଣୁଆ ହାତୀ ପଲ

Talasara, Sundargarh | Aug 31, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ବ୍ଳକର ଢଠାଡୁମେର ଗ୍ରାମ ରେ ବଣୁଆ ହାତୀ ପଲ ଉପଦ୍ରବ ଦେଖାଯାଇଛି। ବଣୁଆ ହାତୀ ପଲ ଗ୍ରାମ ରେ ପଶି ଗ୍ରାମର ବିର୍ଶା ସିଂ ଙ୍କର ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ଖାଇ ମାଡିଦଳି ନଷ୍ଟ କରିଛନ୍ତି। ବଡ଼ଗାଁ ମହାବୀର ପାହାଡ଼ ତଳ ଜଙ୍ଗଲରେ ଗତ କିଛିଦିନ ହେଲା ଏକ ୨୩ ଟିକିଆ ଝାରଖଣ୍ଡି ବଣୁଆ ହାତୀ ପଲ ରହିଥିବା ସହ ଉପଦ୍ରବ ଜାରି ରଖିଛନ୍ତି।
Read More News
T & CPrivacy PolicyContact Us