This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ମିର୍ମିଣ୍ଡାରେ ନୂତନ ପଞ୍ଚାୟତ ଗଠନ ପାଇଁ ୧୨ଖଣ୍ଡ ଗ୍ରାମ ବାସୀ ଙ୍କ ବୈଠକ ଅନୁଷ୍ଠିତ
Nabarangapur PS, Nabarangpur | Sep 4, 2025
ମିର୍ମିଣ୍ଡାରେ ନୂତନ ପଞ୍ଚାୟତ ଗଠନ ପାଇଁ ୧୨ଖଣ୍ଡ ଗ୍ରାମ ବାସୀ ଙ୍କ ବୈଠକ ଅନୁଷ୍ଠିତ । କୋଷାଗୁମୁଡା ବ୍ଲକ ବାଲେଙ୍ଗା ପଞ୍ଚାୟତ ର ୧୧ ଗୋଟି ୱାର୍ଡ ରୁ ୧,୨,୩,୪,୬ ନୋ ୱାର୍ଡ ର ପ୍ରାୟ ଶତାଧିକ ଲୋକ ଆଜି ମିର୍ମିଣ୍ଡା ଗ୍ରାମର ଖେଳ ପଡିଆ ଠାରେ ନିଜ ୧୨ଖଣ୍ଡ ଗ୍ରାମ କୁ ତଥା ତିନୋଟି ରାଜସ୍ୱ ଗ୍ରାମ କୁ ନେଇ ଏକ ନୂତନ ପଞ୍ଚାୟତ ଭାବେ ମିର୍ମିଣ୍ଡା ଗ୍ରାମ କୁ ଚିନ୍ହଟ କରିଛନ୍ତି ।