Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବାଲିପାଟଣା ବଜାରରୁ 1.500କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ ନେଇ ବିଜେବି ନଗର ଅବକାରୀ ଥାନା ପକ୍ଷରୁ ସୂଚନା

Bhubaneswar M Corp, Khordha | Sep 8, 2025
ବାଲିପାଟଣା ବଜାରରୁ 1.500କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ ନେଇ ବିଜେବି ନଗର ଅବକାରୀ ଥାନା ପକ୍ଷରୁ ସୂଚନା | ଆଜି 2.34ରେ ଅବକାରୀ ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ବାଲିପାଟଣା ଅଞ୍ଚଳରେ ରେଡ କରିଥିଲେ | ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ତା ନିକଟରୁ 1.500କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଲେ ବାମନ ପଣ୍ଡା | ଏହାସହ ଗଞ୍ଜେଇ କୁ ମଧ୍ୟ ସିଗାରେଟ କରି ବିକ୍ରି କରୁଥିବା ଅବକାରୀ ଥାନା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି | ବାଲିପାଟଣା ବଜାର ରେ ପାନ ଦୋକାନ କରି ଗଞ୍ଜେଇ ବିକ୍ରି ଜରିଆସୁଥିଲା ଅଭିଯୁକ୍ତ |
Read More News
T & CPrivacy PolicyContact Us