This browser does not support the video element.
ଓରିଏଣ୍ଟ: ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ମାମାଲା ରେ ଫେରାର ସାନିଟାରୀ ଏକ୍ସପର୍ଟ ଙ୍କୁ ମିଳିଲା ଆଗୁଆ ଜାମିନ
Orient, Jharsuguda | Sep 5, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ମାମାଲା ରେ ଫେରାର ସାନିଟାରୀ ଏକ୍ସପର୍ଟ ଙ୍କୁ ମିଳିଲା ଆଗୁଆ ଜାମିନ l ସାନିଟାରୀ ଏକ୍ସପର୍ଟ ସୋମ୍ୟବିଶ୍ୱ ରଞ୍ଜନ ମହାଳି ଙ୍କ ଆଗୁଆ ଜାମିନ ଆବେଦନ ଓଡିଶା ହାଇକୋର୍ଟ ମଂଜୁର କରିଛନ୍ତି l ଗିରଫ ଭୟରେ ସୋମ୍ୟ ବିଶ୍ୱରଞ୍ଜନ ମହାଳି ଗତ ୧୮ ତାରିଖରୁ ଫେରାର ଥିବାବେଳେ ଗତ ୨୦ ତାରିଖ ହାଇକୋର୍ଟ ରେ ଜାମିନ ଆବେଦନ କରିଥିଲେ l ୨୨ ତାରିଖ ତାଙ୍କ ଆବେଦନ ପଞ୍ଜିକରଣ ହୋଇଥିବାବେଳେ ତାଙ୍କ ଆବେଦନ ମଂଜୁର ହୋଇଥିବା ନେଇ ଆଜି ରାତି ୮ ଟା ରେ ସୂଚନା ମିଳିଛି l