This browser does not support the video element.
ବୀରମହାରାଜପୁର: ଗର୍ଭବତୀ ନାବାଳିକାକୁ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ କଲା ଉଲୁଣ୍ଡା ପୋଲିସ
Biramaharajpur, Subarnapur (Sonepur) | Sep 13, 2025
ଗର୍ଭବତୀ ନାବାଳିକାକୁ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ ପୁଲିସ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି l l ଅଭିଯୋଗ ଅନୁସାରେ ନାବାଳିକା ଜଣକ ତାଙ୍କ ମାମୁଁ ଘରକୁ ଆସିଥିଲେ l ସେଠାରେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଉଭୟେ ତାମିଲ ନାଦୁ ଫେରାର ମାରିଥିଲେ l ସେଠାରେ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ l ନାବାଳିକା ଜଣକ ଚାରି ମାସର ଗର୍ଭବତୀ ଥିବା।ଜଣାପଡିଛି l ନାବାଳିକା ଜଣକ ଯୁବକଙ୍କୁ ବିବାହ ପାଇଁ କହିଥିଲେ l ହେଲେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇ ନାବାଳିକାଙ୍କୁ ଛାଡ଼ି ଦେଇ ଫେରାର