This browser does not support the video element.
କୋରାପୁଟ ସହର: କୋରାପୁଟ ଡିଏଭି ମହାବିଦ୍ୟାଳୟ ଠାରେ ସ୍ଵତନ୍ତ୍ର ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ
Koraput Town, Koraput | Sep 11, 2025
କୋରାପୁଟ ଡିଏଭି ମହାବିଦ୍ୟାଳୟ ଠାରେ ଗୁରୁବାର ଦିନ ୩ଘଣ୍ଟା ସମୟରେ ସ୍ଵତନ୍ତ୍ର ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟା ସହ ଆଧ୍ୟାତ୍ମିକ ଜ୍ଞାନ ଆବଶ୍ୟକ ରହିଛି। ପ୍ରତୈକ ଛାତ୍ରଛାତ୍ରୀ ସଫଳତା ସହ ସର୍ବ ଗୁଣ ସମ୍ପନ୍ନ ହେବାକୁ ଆଧ୍ୟାତ୍ମିକ ଜ୍ଞାନ ଆବଶ୍ୟକତା ଥିବା ପ୍ରଫେସର ପ୍ରତିଧରା ସାମଲ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିଏଭି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।