Download Now Banner

This browser does not support the video element.

ବଡଗାଁ: ଗରିଆମାଲ ନିକଟରେ ଦୁଇ ମଦୁଆ ବାଇକ ଚାଳକ ଗିରଫ

Baragaon, Sundargarh | Jan 3, 2025
ଆଜି ସଂଧ୍ୟାରେ ବଡ଼ଗାଁ ପୋଲିସ ପକ୍ଷରୁ ଗରିଆମାଲ ନିକଟରେ ବ୍ୟାପକ ଯାନବାହାନ ଖାନତଲାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ପୋଲିସ ଦୁଇ ମଦୁଆ ବାଇକ ଚାଳକ କୁ ଗିରଫ କରିଛି।
Read More News
T & CPrivacy PolicyContact Us