Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସିଡିଏ ସେକ୍ଟର ୬ ରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ସିଏମସି ସ୍ବାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ଟିମର ଚଢ଼ାଉ

Cuttack M Corp PS, Cuttack | Sep 1, 2025
କଟକ ସିଡିଏ ସେକ୍ଟର ୬ ରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟ ପଦାର୍ଥ ଓ ଖାଦ୍ୟ ନମୁନା ଯାଞ୍ଚ କରିଛି ଟିମ୍। ସୋମବାର ରାତି ୮.୩୦ ମିନିଟ ସମୟରେ ଏହି ଚଢାଉ କରାଯାଇଥିଲା। ତେବେ ଖାଦ୍ୟ ସୁରକ୍ଷା ଆଇନ୍ ଉଲ୍ଲଙ୍ଘନ କରିଥିବା ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ଠାରୁ ଜରିମାନା ଆଦାୟ କରାଯାଇଛି।
Read More News
T & CPrivacy PolicyContact Us