This browser does not support the video element.
ପାରଳାଖେମୁଣ୍ଡି: ସରକାର ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟରେ ବୁରୁଡ଼ା ଗ୍ରାମ ରାସ୍ତା ମରାମତି କଲେ ଅଞ୍ଚଳ ବାସି
Paralakhemundi, Gajapati | Sep 6, 2025
ସରକାର ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟରେ ବୁରୁଡ଼ା ଗ୍ରାମ ରାସ୍ତା ମରାମତି କଲେ ଅଞ୍ଚଳ ବାସି l ସ୍ୱାଧୀନତା ର 8 ଦଶନ୍ଧି ପରେ ବି ମୌଳିକ ସୁବିଧା ରୁ ବଞ୍ଚିତ ଅଂଚଳ ବାସି l ସରକାର କିଅବା ପ୍ରଶାସନ ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟ କରି କାଦୁଅ ପଚ ପଚ ରାସ୍ତା କୁ ମରାମତି କଲେ ଅଞ୍ଚଳ ବାସି l ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ, ଗାଇବା ପଂଚାୟତ ର ବୁରୁଡ଼ା ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା l ଯାହାକି ପାଖାପାଖି 20 ରୁ ଅଧିକ ଗ୍ରାମ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି 5ଟୀ ପଞ୍ଚାୟତ