Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ସଦଭାବନା ସଭାଗୃହ ଠାରେ ଶୁଭାରମ୍ଭ ହେଲା ଯଶୋଦା ଯୋଜନା,ଶୁଭାରମ୍ଭ କଲେ ଜିଲ୍ଲାପାଳ

Koraput Town, Koraput | Sep 12, 2025
କୋରାପୁଟ ଜିଲ୍ଲାରେ ଯଶୋଦା ଯୋଜନା ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଦିନ ୨ଟା ସମୟରେ ଶୁଭାରମ୍ଭ କରିଛନ୍ତି। ମାତୃ ପିତୃହୀନ,ଏକକ ଅଭିଭାବକ ଶିଶୁ ଏବଂ ଅବହେଳିତ ଶିଶୁ ମାନଙ୍କ ଥଇଥାନ ନିମନ୍ତେ ଓଡିଶା ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।ଏହି ଯୋଜନାରେ ଶିକ୍ଷା ଏବଂ ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ଅଧିକରୁ ଅଧିକ ଯୋଗ୍ୟ  ହିତାଧିକାରୀ ମାନଙ୍କୁ ସଂଯୁକ୍ତ କରି ହେବ ଜିଲ୍ଲାପାଳ ତାହାର ଏକ କାର୍ଯ୍ୟସୂଚୀ ମାର୍ଗଦର୍ଶିକା ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us