Download Now Banner

This browser does not support the video element.

ଭଣ୍ଡାରିପୋଖରୀ: ବିଶାଣିିଖରିଦା ଠାରେ ବାସନ୍ତୀ ଦୁର୍ଗାଙ୍କ ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେଲେ ବିଧାୟକ

Bhandari Pokhari, Bhadrak | Aug 10, 2025
ବାସନ୍ତୀ ଦୁର୍ଗାଙ୍କ ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେଲେ ବିଧାୟକ। ଆଜି ଏରେଇଁ ପଞ୍ଚାୟତର ବିଶାଣିଖରିଦା ଗ୍ରାମରେ ମା ବାସନ୍ତୀ ଦୂର୍ଗା ପୂଜା ମଣ୍ଡପର ଶୋଭାବୃଦ୍ଧି କରୁଥିବା ନୂତନ ନିର୍ମିତ ମା’ଙ୍କ ଦିବ୍ୟ ମୂର୍ତ୍ତି ପ୍ରତିଷ୍ଠାର ମହୋତ୍ସବରେ ସାମିଲ ହେଲେ ଭଦ୍ରକ ବିଧାୟକ ଶିତାଂଶୁ ମହାପାତ୍ର।ମା’ଙ୍କ କୃପାର ପ୍ରକାଶ ସର୍ବଦା ଜଗତକୁ ଆଲୋକିତ କରୁ ସମସ୍ତଙ୍କ ଜୀବନରେ ସମୃଦ୍ଧି,ଶାନ୍ତି ଓ ସୁଖ-ସମ୍ପଦ ଭରିଯିବା ସହ ଅଂଚଳ ବାସି ଙ୍କ ମଙ୍ଗଳ କାମନା କରିଛନ୍ତି ବିଧାୟକ।
Read More News
T & CPrivacy PolicyContact Us