Download Now Banner

This browser does not support the video element.

ରାସଗୋବିନ୍ଦପୁର: ଟିଆଁସି ଗାଁରୁ ଦୁଇଜଣ ସମେତ ବିଭିନ୍ନ ସ୍ଥାନରୁ ଆଉ ୮ଜଣ ୱାରେଣ୍ଟିଙ୍କୁ ଗିରଫକରି କୋର୍ଟଚାଲାଣକଲା ମୋରଡା ପୁଲିସ

Rasagobindapur, Mayurbhanj | Sep 24, 2025
୨୦୨୨ମସିହାର ବହୁଚର୍ଚ୍ଚିତ ମୋରଡା ପୁଲିସ ଉପରକୁ ତୀରମାଡ଼ ମାମଲାରେ ଜଡିତ ୨ଜଣ ୱାରେଣ୍ଟିଙ୍କୁ ଟିଆଁସି ଗାଁରୁ ଗିରଫ ସମେତ ଅନ୍ୟା ମାମଲାରେ ଜଡିତ ୮ଜଣଙ୍କୁ ଗିରଫକରି ବୁଧବାର ଅପରାହ୍ନ ସାଢେ୫ଟାରେ କୋର୍ଟଚାଲାଣକଲା ପୁଲିସ l ପୁଲିସ ଉପରକୁ ତୀରମାଡ଼ ମାମଲାରେ ଜଡିତ ମୋରଡା ଥାନା ଅଧୀନ ଟିଆଁସି ଗ୍ରାମରୁ ୨ଜଣ ଓ୍ବାରେଣ୍ଟିକୁ ବୁଧବାର ପୁଲିସ ଗିରଫ କରିଥିବାବେଳେ ବିଭିନ୍ନ ମାମଲାରେ ଜଡିତ ୮ଜଣ ଓ୍ବାରେଣ୍ଟିକୁ ମଧ୍ୟ ଗିରଫ କରାଯାଇଛି l
Read More News
T & CPrivacy PolicyContact Us