This browser does not support the video element.
ଚମ୍ପୁଆ: ଭଦ୍ରାସାହିଛକ ଠାରେ ଡ୍ରାଇଭର ଦିବସ ପାଳନ କଲେ ଡ୍ରାଇଭର ମହସଂଘର ସଦସ୍ୟ
Champua, Kendujhar | Sep 1, 2025
ଆଜି ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ରୂପେ ପାଳନ କରିଛନ୍ତି ଓଡ଼ିଶା ଡ୍ରାଇଭର ମହସଂଘ ସଦସ୍ୟ ମାନେ। ଏହି ଅବସରରେ ଆଜି ସକାଳୁ ସଂଘର ସଦସ୍ୟ ମାନେ ଭଦ୍ରାସାହି ଛକ ଠାରେ ଉପସ୍ଥିତ ରହି ପ୍ରତିପ୍ରତ୍ୟେକଙ୍କୁ ମିଷ୍ଠାନ ବଣ୍ଟନ କରିବା ସହ ଏହାର ଶୁଭାରମ୍ଭ କରିବା ସହ ସନ୍ଧ୍ୟାରେ କେକ କାଟି କାର୍ଯ୍ୟକ୍ରମ ଉଦଯାପନ କରିଥିଲେ। ଏଥିରେ ଡ୍ରାଇଭର ମହାସଂଘର ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ।