This browser does not support the video element.
ଝାରସୁଗୁଡା: ନୁଆଁଖାଇ ଉପଲକ୍ଷେ କଦେଲପିଟା ସ୍ଥିତ ମା ରାମଚଣ୍ଡୀ ଙ୍କ ନିକଟରେ ଲାଗି ହେଲା ନବାର୍ଣ୍ଣ
Jharsuguda, Jharsuguda | Aug 28, 2025
ନୁଆଁଖାଇ ଉପଲକ୍ଷେ କଦେଲପିଟା ସ୍ଥିତ ମା ରାମଚଣ୍ଡୀ ଙ୍କ ନିକଟରେ ଲାଗି ହେଲା ନବାର୍ଣ୍ଣ l ସେହିପରି ସାଗରପାଲି ଗ୍ରାମଦେବି, ଶ୍ରୀରାମ ମନ୍ଦିର ରେ ନବାର୍ଣ୍ଣ ଲାଗି ହୋଇଛି l ଏହାପରେ ସାଗରପାଲି ଗ୍ରାମବାସି ମାନେ ମନ୍ଦିର ପରିସରରେ ଆଜି ଗୁରୁବାର ଅପରାହ୍ନ ୪ ଟା ରୁ ୫ ଟା ୩୦ ଯାଏଁ ମିଳି ମିଶି କର୍ତ୍ତନ କରିଥିବାବେଳେ କଦେଲପିଟା ମା ରାମଚଣ୍ଡି ମନ୍ଦିର ରେ ମଧ୍ୟ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସେହିପରି ଠେବାରା, ଭଅଁରଖୋଲ, କଦମଦିହି, ସିଂହାରପୁର ପରି ବିଭିନ୍ନ ଗ୍ରାମରେ କୀର୍ତ୍ତନ ଭଜନ ଅନୁଷ୍ଠିତ ହୋଇଛି l