Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ଚୌଦ୍ଵାର ଚୁଡ଼ାଖିଆ ଅଞ୍ଚଳରୁ ସ୍କୁଟି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ #viralvideo
Cuttack M Corp PS, Cuttack | Sep 3, 2025
କଟକ ଜିଲ୍ଲା ଚୌଦ୍ଵାର ଚୁଡ଼ାଖିଆ ଅଞ୍ଚଳରୁ ସ୍କୁଟି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହେବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୁଧବାର ରାତି ୧୦.୩୦ ମିନିଟ ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିପରି ଢଙ୍ଗରେ ସମସ୍ତଙ୍କ ଆଖିରେ ଧୂଳି ପକେଇ ଚୋର ଜଣକ ସ୍କୁଟିର ଡିକି ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କା ଚୋରି କରୁଛି ତାର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତେବେ ଘଟଣାଟି ବୁଧବାର ଦିନର ବୋଲି ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!