This browser does not support the video element.
କାମାକ୍ଷାନଗର: ଭୁବନ ପେଟ୍ରୋଲ ପମ୍ପ ନିକଟରେ ଅଟୋ ଦୁର୍ଘଟଣା ଚାଳକ ଗୁରୁତର ମଙ୍ଗଳବାର ୭ଟାରେ ପୋଲିସ କଲା ତଦନ୍ତ
Kamakshyanagar, Dhenkanal | Sep 2, 2025
ଭୁବନ ପେଟ୍ରୋଲ ପମ୍ପ ନିକଟରେ ଅଟୋ ଦୁର୍ଘଟଣା ଚାଳକ ଗୁରୁତର ମଙ୍ଗଳବାର ୭ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା ଭୁବନ ଥାନା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଟୋ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ତାଙ୍କୁ ଉଦ୍ଧାର କରି ଭୁବନ ମେଡ଼ିକାଲ ଆଣିଥିବା ବେଳେ ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ଏହା ଉପରେ ପୋଲିସ ତଦନ୍ତ କରୁଛି ।