Download Now Banner

This browser does not support the video element.

ବୌଦ୍ଧ ସଦର: ଧୂରମାଲ ଜଙ୍ଗଲରେ ମହୁଲି ମଦ ଆଡ୍ଡାରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ, ୩୫୦ କେଜି ମହୁଲ ପୋଚ ନଷ୍ଟ

Baudh Sadar, Boudh (Bauda) | Aug 22, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ଆଜି ପଖାପଖି ମଧ୍ୟାନ୍ହ ୧୨ଟା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ଧୂରମାଲ ଜଙ୍ଗଲରେ ଦେଶି ମହୁଲି ମଦ ରନ୍ଦା ଯାଉଥୁବା ଆଡାରେ ଛଡାଉ କରିଥିଲେ l ଏହି ଚଢ଼ାଉରେ ଆଶାମୀ ଫେରାର ହୋଇଯାଇଥିବା ବେଳେ ୩୫୦କେଜି ମହୁଲ ପୋଚକୁ ଜବତ କରି, ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ୯୬/୨୫-୨୬ରେ ମାମଲା ରୁଜୁ କରାଯାଇଛି ଏନେଇ ଅବକାରୀ ଇନ୍ସପେକ୍ ଗଦାଧର ମହାରଣା ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us