Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଭୁବନେଶ୍ୱର 6ନଂ ରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅଶୋକ ମହାନ୍ତି

Bhubaneswar M Corp, Khordha | Sep 13, 2025
କଂଗ୍ରେସ ଯେଉଁ ଅନାସ୍ଥା କଥା ଉଠେଇଛି ଉପରାଷ୍ଟ୍ରପତି ନିର୍ବାଚନରେ ପାଇ ସାରିଛି। ରାଜ୍ୟବାସୀ ସରକାରଙ୍କ ଉପରେ ଆସ୍ଥା ରହିଛି। ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। କେଉଁ ପ୍ରସ୍ତାବ ନେଇ ସେ ଅନାସ୍ଥା ଆଣିବେ ତାକୁ କହିବା ଉଚିତ। ଲୋକ ହସା ହେବା ପାଇଁ କଂଗ୍ରେସ ଅନାସ୍ଥା ଆଣିବ। ବିଜେଡି ହେଉଛି ଏକ ଅଣ କଂଗ୍ରେସ ଦଳ। ତେଣୁ ସେ କଂଗ୍ରେସ ସହ ଯିବ ନାହିଁ। ଏନେଇ ବିଧାୟକ ଅଶୋକ ମହାନ୍ତି ନିଜ ପ୍ରତିକ୍ରିୟା ରଖିଛନ୍ତି |
Read More News
T & CPrivacy PolicyContact Us